Related Contents

ରାସ୍ତା କଡରେ ଥିବା ଟାଟା ଏସିକୁ ଧକ୍କା ଦେଲା ଟ୍ରକ, ୨ଜଣ ଆହତ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୨୩/୦୭): ବିନିକା ସୋନପୁର ମୂଖ୍ୟ ରାସ୍ତା ଜାମ୍ୱଛାପର ନିକଟରେ ଅଟକିଥିବା ଟାଟା ଏସି ଗାଡିକୁ ଏକ ଟ୍ରକ ପଛପଟୁ ଧକ୍କା ଦେବାରୁ ବିନିକା ବେତ୍ରା ପଡାର ଦୁଖୀରାମ ନାଏକ (୪୬) ଓ ଗୁଲୁଣ୍ଡା ଗାଁର ସନ୍ତୋଷ ଆହତ ହୋଇଥିଲେ |

ଏମାନଂକୁ ବିନିକା ଡାକ୍ତରଖାନାରେ ପ୍ରାଥମିକ ଚିକତ୍ସା ପରେ ଦୁଖୀରାମର ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି | ଏ ନେଇ ଥାନାରେ ଅଭିଯୋଗ ହୋଇଛି ପୁଲିସ ତଦନ୍ତ ଜାରି କରିଛି |

Comments are closed.