Related Contents

ଚାଷଜମି ହିଡ଼ ଗଛ ଉପରେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୨୩/୦୭): ବିନିକା ଥାନା ଗୁଲୁଣ୍ଡା – ସଉଳପୁର ରାସ୍ତା ସଉଳପୁର ନିକଟସ୍ଥ ଚାଷ ଜମି ହିଡରେ ଥିବା ଏକ ଗଛରେ ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ପୁଲିସ ଉଦ୍ଧାର କରି ବିନିକା ଡାକ୍ତର ଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି |

ମୃତ ମହିଳା ଜଣଙ୍କ ହେଉଛନ୍ତି ଗୁଲୁଣ୍ଡା ଗ୍ରାମର ତ୍ରୀନାଥ କର୍ଣ୍ଣଙ୍କ ଧର୍ମ ପତ୍ନୀ ଚେର କର୍ଣ୍ଣ ବୋଲି ଜଣାପଡିଛି | ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି | ଶବ ବ୍ୟବେଛଦ ରିପୋର୍ଟ ଆସିଲା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ପୁଲିସ ପ୍ରକାଶ କରିଛି |

Comments are closed.