Related Contents

ନକଲି ସାର୍ଟିଫିକେଟ ଯାଞ୍ଚ ଭୟରେ ଚାକିରୀ ଛାଡିଲେ ଶିକ୍ଷୟତ୍ରୀ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
କଳାହାଣ୍ଡି(୨୨/୦୭):ସାରା ରାଜ୍ୟରେ ନକଲି ଶିକ୍ଷକ ପ୍ରସଙ୍ଗ ଜୋର ଧରିଥିବାବେଳେ ସୋମବାର ଦିନ ମ.ରାମପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୨୯ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା ।

ହେଲେ ସାର୍ଟିଫିକେଟ ଯାଞ୍ଚ ଭୟରେ ଦୁଇଜଣ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଥିବା ନେଇ ସଂପୃକ୍ତ ବିଭାଗକୁ ଡାକଯୋଗେ ଚିଠି ପଠାଇ ଥିବା ଜଣାଯାଇଛି । ଉକ୍ତ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଶ କିସାନ ପ୍ରକାଶ କରିଛନ୍ତି ।

Comments are closed.