Advertisements
Sunday, May 31, 2020
Home headline ବିଜେଡି ବ୍ଲକ ସ୍ତରୀୟ କମିଟି ଗଠନ

ବିଜେଡି ବ୍ଲକ ସ୍ତରୀୟ କମିଟି ଗଠନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୨୦/୦୭): ଲମତାପୁଟ ଠାରେ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ କମିଟି ଗଠନ କରାଯାଇଛି । ଏହି ବୈଠକରେ ଶ୍ରୀ ସ୍ୟାମଶୁନ୍ଦର ନାୟକ ସଭାପତିତ୍ବରେ ଲମତାପୁଟ ଠାରେ ଥିବା ଡ଼ାକବଙ୍ଗଳାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି ବୈଠକରେ କୋରାପୁଟ ଜିଲ୍ଲା ଓବିସି ସେଲ୍ ଅଧ୍ୟକ୍ଷ ସୁନାଧର ଅଡାରି ବ୍ଲକ ଚେୟାରମେନ ଶ୍ରୀମତୀ ଲକ୍ଷ୍ମୀ କୁମାରୀ ହନ୍ତାଳ ଭାଇସ୍ ଚେୟାରମେନ ଘାସି ମାଣ୍ଡି,ଯୁବ ସଭାପତି ରଘୁରାମ ମୁଦୁଲି,ସମ୍ପାଦକ ଲଳିତ ଦାର୍ଲି, ଧନୁର୍ଜୟ ଦାର୍ଲି, ଆକବରଙ୍କ ଖାନ୍, ମୁକୁନ୍ଦ ପଡାଲ, ଲକ୍ଷ୍ମଣ ସାହୁ,ଜଗତ୍ କ୍ରିସାନି ଡମୁ ଖିଲ,ସୁନାଧର କ୍ରିସାନି,ବାଲାନା ପାଙ୍ଗି ଓ ଅନ୍ୟାନ୍ୟ କର୍ମି ପ୍ରମୁଖ ଉପସ୍ଥିତ ଥିଲେ । ସଭାପତି ସ୍ୟାମସଶୁନ୍ଦର ନାୟକ ଉପଦେଷ୍ଟା ସୁନାଧର ଅଡାରି, ଲଳିତ ଦାର୍ଲି, ମୁକୁନ୍ଦ ସାହୁ ଓ ସମ୍ପାଦକ ଭାବରେ ବାଲାନା ପାଙ୍ଗିଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: