Related Contents

କୋଦଳାରେ ଡେଙ୍ଗୁ ରୋଗର ସଚେତନ କାର୍ଯ୍ୟକ୍ରମ

ରିପୋର୍ଟ: ଜଗନ କୁମାର ସେଠୀ
ଗଞ୍ଜାମ(୨୦/୦୭): ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ବାଇଗଣିଆ ସାହି ଅଙ୍ଗନବାଡି କେନ୍ଦ୍ରରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡେଙ୍ଗୁ ରୋଗର ପ୍ରତିଶୋଧ ଓ ନିୟନ୍ତ୍ରଣ ସମ୍ବଦରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଜଈଓ କବି ଦାସ, ଆଇ ଏଜ ଭି ସୌଦାମିନୀ ଦେବି, ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରମିଳା ପାତ୍ରଙ୍କ ସମେତ କୋଦଳା ଏନ.ଏସିର ୮ଜଣ ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ସମେତ ଏସଏଜଜି ଗ୍ରୁପର ମହିଳାମାନେ ଉପସ୍ଥିତ ଥିଲେ | ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଭଳି ମାରାତ୍ମକ ରୋଗ ପ୍ରତି କିପରି ସତର୍କ ରହିବେ ଏହାରି ବିଷୟରେ ବୁଝାଇଥିଲେ |

Comments are closed.