Advertisements
Friday, June 5, 2020
Home Government News କର୍ମଚାରୀଙ୍କୁ ଦୁର୍ବ୍ୟବହାର-ଚନ୍ଦ୍ରପୁର ତହସିଲ

କର୍ମଚାରୀଙ୍କୁ ଦୁର୍ବ୍ୟବହାର-ଚନ୍ଦ୍ରପୁର ତହସିଲ

ରିପୋର୍ଟ: କୈଲାସ ମାଳବିଶୋୟୀ
ରାୟଗଡା (୧୭/୦୭): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଚନ୍ଦ୍ରପୁର ତହସିଲ ଅଫିସର ମୂଖ୍ୟକିରାଣି ଶ୍ରୀ ବିଶ୍ୱନାଥ ଶବର ମଦ୍ୟପାନ କରି ତହସିଲ ଅଫିସର ପାଚ଼ିକା ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି |

ତହସିଲଦାର ଶ୍ରୀ ମାନସ କୁମାର ଘରେଇ ଗତ ତା୧୬.୦୭.୨୦୧୯ରିଖ ଦିନ ହନମନ୍ତପୁର ପଂଚାୟତର ବେଲାମଗୁଡା ଗ୍ରାମକୁ ଅଫିସ କାମରେ ଯାଇଥିବା ସମୟରେ ମୂଖ୍ୟ କିରାଣି ଶ୍ରୀ ବିଶ୍ୱନାଥ ଶବର ପାଚ଼ିକା ଶ୍ରୀ ଭବାନି ପ୍ରଶାଦ ସେନାପତି ଓ ସୁବାସ ଚନ୍ଦ୍ର କଣ୍ଡାଗିରିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି | ଶ୍ରୀ ସେନାପତିଙ୍କୁ ବସିବା ପାଇଁ ଚୌକି ମଧ୍ୟ୍ୟ ମନା କରିଥିଲେ | ପାଚିକା ମାନଙ୍କ କହିବା କଥା ଯେ ଆଗରୁ ପ୍ରାୟ ଯେତେ ମୂଖ୍ୟ କିରାଣି ମାନେ ଥିଲେ ସମସ୍ତ ଭଲରେ ଥିଲେ କିନ୍ତୁ ବିଶ୍ୱନାଥ ଶବର ମୂଖ୍ୟକିରାଣି ହୋଇ ଆସିବା ଦିନଠାରୁ ତହସିଲ ଅଫିସରେ ଖାଲି ଝାମେଲାରେ ଭରପୁର ହେଉଛି ବୋଲି କହିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: