Related Contents

ରାଇକିଆ ବ୍ଲକ ବୁଥ ନ ୯୫ରେ ବିଜେପିର ସଦସ୍ୟତା ଅଭିଯାନ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୧୭/୦୭): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ବୁଥ ନ ୯୫ ରେ ଜିଲ୍ଲା ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଥିଲା |

ଏହି କାର୍ଯ୍ୟକ୍ରମ ବିଜେପି ମହିଳା ମୋର୍ଚ୍ଚା ସଂଗଠନ ଦ୍ୱାରା ତଥା ପ୍ରମୁଖ ଅର୍ଚ୍ଚନା ପ୍ରଧାନଙ୍କ ଦ୍ୱାରା ହୋଇଥିଲା |ଏହି ସଂଗଠନ ପର୍ବ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ୭୦ଜଣ ଲୋକ ସଦସ୍ୟତା ଗ୍ରହଣ କରିଥିଲେ |

Comments are closed.