ଡାଇରିଆ ଉପରେ ଏକ ବୈଠକ ବିଷମ କଟକ ପଞ୍ଚାୟତ ସମିତି ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି

0
154
ଡାଇରିଆ ଉପରେ

ରିପୋର୍ଟ : ନରତ୍ତମ ପାଢୀ 
ବିଷମ କଟକ, (୨୫/୭) : ରାୟଗଡ଼ା ଜିଲ୍ଲା ବିଷମ କଟକ ପଞ୍ଚାୟତ ସମିତି ପକ୍ଷରୁ ଡାଇରିଆ ଉପରେ ଏକ ସଭା ଆୟୋଜନ ହୋଇଥିଲା ।WhatsApp Image 2022 07 25 at 6.01.23 PM ଡାଇରିଆ ଉପରେ ଏକ ବୈଠକ ବିଷମ କଟକ ପଞ୍ଚାୟତ ସମିତି ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି 

ଏଥିରେ ବ୍ଲକ ଅଧ୍ୟକ୍ଷା ନାରୀନେତ୍ରୀ ଶ୍ରୀମତି ଯୋଷଦା ହିକକା, ଉପେକ୍ଷା ଶ୍ରୀ ଦେବିପ୍ରସାଦ ପଟ୍ଟନାୟକ ଙ୍କ, ବି ଡି ଓ ଶ୍ରୀ ଅଳବାଟ ଲକଡା, ସି ଡି ଏମ ଓ ଡକ୍ଟର ଶ୍ରୀ ଅଶୋକ ଚୌଧୁରୀ, ଗଙ୍ଗା ରାଜୁ ହିକାକା, ଜେଇ ୧, ଜେଇ ୨, ସମସ୍ତ ସଦସ୍ୟ ସରପଞ୍ଚ, ପିଓ, ଓ ଜି ରା ସ ଉପସ୍ଥିତ ରହି ଡାଇରିଆ ଉପରେ ଆଲୋଚନା କରାଯାଇଛି ।

ଡାଇରିଆ ଓ ମ୍ୟାଲେରିଆ ଆକ୍ରାନ୍ତ ନିଜ ପଞ୍ଚାୟତରେ ସଚେତନତା କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଟି ଶ୍ରୀ ସୁଧିର ଦାସ ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହୋଇଥିଲା । ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ବୈଠକ ଡାକିଥିଲେ ।