Thursday, March 28, 2024

Top 5 This Week

Related Posts

ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମିତ ଗୋକୁଲା ଅମୃତ ସରୋବର ପରିଦର୍ଶନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୦୭) : ଲୋକ ଙ୍କୁ କ୍ଷୁଧା ମୁକ୍ତ କରିବା ପାଇଁ ଘରେ ଘରେ ପାଣି ପହଞ୍ଚାଇବାକୁ ସରକାର ଙ୍କ ଯୋଜନା ମୁତାବକ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା କାର୍ଯ୍ୟ ର ସମୀକ୍ଷା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମା ନଚଲ୍ ଖମାରୀ କାଶୀନଗର ଗସ୍ତ କରିଥିଲେ ।WhatsApp Image 2022 07 25 at 6.30.28 AM ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମିତ ଗୋକୁଲା ଅମୃତ ସରୋବର ପରିଦର୍ଶନ

ମିଳିଥିବା ଖବର ଅନୁଯାୟୀ, କିନିଗମ ପଞ୍ଚାୟତ ର ଗୋକୁଲା ଗ୍ରାମରେ ଅମୃତ ସରୋବର ନାମରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏକ ପାନୀୟ ଜଳ ପ୍ରକଳ୍ପ କୁ ସମୀକ୍ଷା କରିବା ପାଇଁ ଶ୍ରୀ ଖମାରୀ ଓ କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଗସ୍ତ କରିଥିବା ଜଣା ଯାଇଛି । ହେଲେ ବର୍ତ୍ତମାନ ବର୍ଷା ଦିନ ଆସି ଯାଇଥିବା ରୁ କାମ ଟି ସେତେ ଆଗେଇ ପାରିନାହିଁ । ଏଣୁ ଆଗାମୀ ଦିନରେ ଏହି ପ୍ରକଳ୍ପ ଶେଷ ହେଲେ ହଜାର ହଜାର ଲୋକ ଙ୍କୁ ଭଲ ପାଣି ପିଇବା ପାଇଁ ମିଳିବ ।

Popular Articles