Friday, March 29, 2024

Top 5 This Week

Related Posts

ସମନ୍ୱିତ ଶିଶୁ ବିଭାଗ ର କିଦି ଗାଁ ଛତୁଆ ୟୁନିଟ ପରିଦର୍ଶନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୦୭) : ଗତ କାଲି ସକାଳେ ସମନ୍ୱିତ ଶିଶୁ ବିଭାଗ ର ପ୍ରକଳ୍ପ ଅଧିକାରୀ ଓ ଉପ ଜିଲ୍ଲାପାଳ ଶ୍ରୀ ଆଲୋକ ପ୍ରଧାନ କିନିଗମ୍ ପଞ୍ଚାୟତ ଗସ୍ତ କରିଥିବା ଜଣାପଡିଛି ।

ପ୍ରକାଶ ଥାଉ କି ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ଛତୁଆ ଓ ଅଣ୍ଡା ପ୍ରଦାନ, ପ୍ରତ୍ୟେକ ଅଙ୍ଗନ୍ ବାଡି କେନ୍ଦ୍ର ତରଫରୁ ଦିଆଯାଏ । ଏବେ କିଛି ବର୍ଷ ହେଲା ଛତୁଆ ପ୍ରସ୍ତୁତି କାର୍ଯ୍ୟ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ କୁ ଦିଆ ଯାଇଛି । ଗୋଷ୍ଠୀ ଗୁଡ଼ିକ ସମାନ ଭାବେ ପ୍ରସ୍ତୁତି କରୁଛନ୍ତି କି ନାହିଁ ତାହା ସମ୍ପୃକ୍ତ ପଞ୍ଚାୟତ ର ସୁପର୍ଭାଇଜର ଓ ସମନ୍ୱିତ ଶିଶୁ ବିଭାଗ ର ପ୍ରକଳ୍ପ ଅଧିକାରୀ ବୁଲି ଦେଖି ତା’ର ରିପୋର୍ଟ ଦିଅନ୍ତି । ଆଜି ପାରଳା ଉପ ଜିଲ୍ଲାପାଳ ଶ୍ରୀ ଆଲୋକ ପ୍ରଧାନ ଓ ପ୍ରକଳ୍ପ ଅଧିକାରୀ କନକଲତା ପୂଜାରୀ ଏହି ୟୁନିଟ କୁ ପରିଦର୍ଶନ କରି ସମ୍ପୃକ୍ତ ସହାୟକ ଗୋଷ୍ଠୀ ସହ ଆଲୋଚନା କରିଛନ୍ତି ।

Popular Articles