Thursday, March 28, 2024

Top 5 This Week

Related Posts

ବିଷମକଟକ ମାଁ ମାର୍କମା ମହାବିଦ୍ୟାଳୟ ଏକ ସଭା ଆୟୋଜନ କରା ଯାଇଛି

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, ତା (୨୧/୭) : ରାୟଗଡ଼ା ଜିଲ୍ଲା ବିଷମକଟକ ଠାରେ ମାଁ ମାର୍କମା +୩ ମହାବିଦ୍ୟାଳୟ ରହିଛି । ଏହା କେବଳ ବିଷମକଟକ ଅଞ୍ଚଳ ନୁହେଁ ସାରା ରାୟଗଡ଼ା ଜିଲ୍ଲାରେ ପରିଚିତ । ଏମିତିକି ଜିଲ୍ଲା ବାହାରେ ମଧ୍ୟ ପ୍ରଶଂସାରତ ।

ବିଷମକଟକ ସ୍ଥିତ ଏହି ମହାବିଦ୍ୟାଳୟ ରାୟଗଡ଼ା ଜିଲ୍ଲାରେ ପାଠ ପଢ଼ାରେ ସୁନାମ ଧନ୍ୟ ଅର୍ଜନ କରିଛି । ଆଜି ୨୦୧୯ ରୁ ୨୦୧୨ ବର୍ଷ ର ମାଁ ମାର୍କମା +୩ ମହାବିଦ୍ୟାଳୟ ର ଇତିହାସ ବିଭାଗ ର ଶେଷ ବର୍ଷ ର ଛାତ୍ରଛାତ୍ରୀ ଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେପଟେନ ବି. ରବି ଶଙ୍କର, ଇତିହାସ ବିଭାଗୀୟ ମୁଖ୍ୟ ଡକ୍ଟର ଅଶ୍ୱିନୀ କୁମାର ପଣ୍ଡା ଓ ଅଧ୍ୟାପିକା ସୁଶ୍ରୀ ସସ୍ମିତା ମହାନ୍ତି ଯୋଗ ଦେଇଥିଲେ । ପିଲାମାନେ କିପରି ଯୁକ୍ତ ତିନି ସରିବା ପରେ ନିଜର ଭବିଷ୍ୟତ କୁ ଗଢିତୋଳିବେ, ସେହି ସମ୍ପର୍କରେ ଅତିଥିମାନେ ପିଲାମାନଙ୍କୁ କହିଥିଲେ ।

Popular Articles