Related Contents

ଅବ୍ୟବସ୍ଥାରେ ଚନ୍ଦ୍ରପୁର ବସଷ୍ଟାଣ୍ଡ, ବର୍ଷା କାଦୁଅରେ ଭରା ବସଷ୍ଟାଣ୍ଡ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୦୯/୦୭): ରାୟଗଡା ଜିଲ୍ଲା ପଦ୍ମପୁର ଏକ ପଛୁଆ ଅଂଚଳ ଭାବେ ପରିଚ଼ିତ | ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସ୍ଥିତ ବସଷ୍ଟାଣ୍ଡ ପାଣି କାଦୁଅରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳୁଛି |

ଗତ୨୦୧୬-୧୭ ମସିହାରେ ବସଷ୍ଟାଣ୍ଡରେ ସିସି ରୋଡ କରିବା ପାଇଁ ୮ଲକ୍ଷ ଟଙ୍କା ଆଟିଡିଏ ତରଫରୁ ଆଶିଥିଲା ଏବଂ ତାହା କାମ ହେଲା | ହେଲେ ଯେଉଁ କିଛି ବଳକା ରହିଲା ତାହା ଆଜି ପର୍ଯ୍ୟନ୍ତ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି | ବର୍ଷା ଆରମ୍ଭରୁ ଯଦି ଏହି ଭଳି ହେଉଛି ତେବେ ଆଗକୁ କଣ ହେବ ତାହା ଜନସାଧାରଣ ମନରେ ପ୍ରଶ୍ନ ବାଛି ସୃଷ୍ଟି କରୁଛି | ପାଣି ଜମା ହୋଇରହୁଥିବା ଯାଗାକୁ ପାଣି ନ ଜମିବା ପାଇଁ ମରାମତି କରିଦେଲେ ଭଲ ହେବ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି |

Leave a Reply

This site uses Akismet to reduce spam. Learn how your comment data is processed.