ମୁନିଗୁଡା ବନାଞ୍ଚଳ ଅଧିକାରୀଙ୍କ ଚନ୍ଦ୍ରପୁର ଗସ୍ତ

0
162
ଚନ୍ଦ୍ରପୁର ଗସ୍ତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୧୮/୦୭) : ଆଜି ୧୮/୭/୨୨ ମୁନିଗୁଡା ବନାଞ୍ଚଳ ଅଧିକାରୀ ଶ୍ରୀ ଆର. କାଲାଇଭାନନ୍, ଆଇ ଏଫ୍ ଏସ୍, ପୂର୍ବାହ୍ନରେ ବ୍ଲକ ଅଫିସ ଠାରେ ରାୟଗଡା ଜିଲ୍ଲାପାଳ ଙ୍କ ସହ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ଯୋଗ ଦେଇଥିଲେ ।WhatsApp Image 2022 07 18 at 8.04.57 PM 1 ମୁନିଗୁଡା ବନାଞ୍ଚଳ ଅଧିକାରୀଙ୍କ ଚନ୍ଦ୍ରପୁର ଗସ୍ତ

ପରେ ବୁଡୁବାଲି ପଞ୍ଚାୟତ ର ଡୁଡିଗାର୍ଜୀ ଗ୍ରାମ ନିକଟରେ ଗ୍ରୀନ ମହାନଦୀ ମିସନ ଯୋଜନାରେ ହେଉଥିବା ବୃକ୍ଷରୋପଣ କାମକୁ ଚନ୍ଦ୍ରପୁର ଫରେଷ୍ଟର ଗୌତମ ପଣ୍ଡା ଓ ବନରକ୍ଷୀ ଗୁରୁ ପାତ୍ର ଙ୍କ ଉପସ୍ଥିତିରେ ବୁଲି ଦେଖିଥିଲେ । ଫରେଷ୍ଟର ଓ ଗାର୍ଡ ଙ୍କୁ ବୃକ୍ଷରୋପଣ ସମ୍ୱନ୍ଧରେ ଆବଶ୍ୟକ ପରାମର୍ଶ ଦେଇଥିଲେ ।