Thursday, March 28, 2024

Top 5 This Week

Related Posts

ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସମୀକ୍ଷା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୦୭) : ଆଜି ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କାଶୀନଗର ବ୍ଲକ ଗସ୍ତ କରିଥିବା ସୂଚନା ମିଳିଛି ।

ନିର୍ଦ୍ଦେଶକ ଶ୍ରୀ ରାମଚଲ ଖମାରି ବ୍ଲକରେ ପହଞ୍ଚି ବିଭିନ୍ନ ବିଭାଗ ର ଅଧିକାରୀଙ୍କୁ ଡାକି ଏକ ସମୀକ୍ଷା ବୈଠକ ଡାକିଥିଲେ । ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗ ସମନ୍ଵିତ ଶିଶୁ ବିଭାଗ, ଶିକ୍ଷା, ମୁକ୍ତା ଯୋଜନା, ସ୍ୱାସ୍ଥ୍ୟ କୋଠା ବାଡ଼ି, ରାସ୍ତା ଏଭଳି ସବୁ ବିଭାଗ ର ସମୀକ୍ଷା କରିଥିଲେ । ଏଭଳି ସରକାରୀ ଅଧିକାରୀ ଅଚାନକ ଚଢ଼ାଉ କରି ସରକାରୀ କାର୍ଯ୍ୟ ର ସମୀକ୍ଷା କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Popular Articles