ଶୋଇଥିବା ସମୟରେ ମା’କୁ ଜୀଅନ୍ତା ଜାଲୀଦେଲା ପୁଅ

ରିପୋର୍ଟ- ଭୋଜରାଜ ବରିହା
ବେଲପଡା (୦୬/୦୭): ବଲାଙ୍ଗିର ଜିଲ୍ଲା ବେଳପଡା ଥାନା ରାଡବାହଲ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶୋଇଥିବା ସମୟରେ ମାଆକୁ ଜୀଅନ୍ତା ଜାଳିଦେଲା ପୁଅ ।

ପାରିବାରିକ କଳହକୁ ନେଇ ଏଭଳି ଘଟାଇଛି ପୁଅ ।ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବେଳପଡା ଥାନା ରାଡବାହଲ ଗାଁରେ ୭୫ବର୍ଷ ବୟସ୍କ ସୋଇଥିବା ସମୟରେ ମାଆକୁ ଜୀଅନ୍ତା ଜାଳି ମାରିଦେଇଛି ପୁଅ । ପାରିବାରିକ କଳହକୁ କେନ୍ଦ୍ରକରି ପୁଅ ଏଭଳିକରିଥିବା ଜଣାପଡିଛି । ଏଭଳି କାଣ୍ଡ ଘଟାଇବା ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ପୁଅକୁ ଧରିଛନ୍ତି ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.