Friday, August 14, 2020
Home headline ଗୋହତ୍ୟା ଓ ଗୋ ମାଂସ ବିକ୍ରି ଆଧାରରେ ଜଣେ ଅଟକ

ଗୋହତ୍ୟା ଓ ଗୋ ମାଂସ ବିକ୍ରି ଆଧାରରେ ଜଣେ ଅଟକ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୬/୦୭): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ଗୁଡାରି ବ୍ଲକର ସମ୍ପିନି ଗ୍ରାମ ନିକଟରେ ଏକ ଗାଈକୁ ହତ୍ୟା କରି ଗୋ ମାଂସ ବିକ୍ରି କରୁଥିବା ଅଭିଯୋଗ ଆଧାରରେ ପୋଲିସ ଜଣକୁ ଥାନାରେ ଅଟକ ରଖିଛି |

ସୂଚନା ମୁତାବକ ପ୍ରାଣୀ ସଂଗଠନର କର୍ମକର୍ତା ଶ୍ରୀ ରବୀନ୍ଦ୍ର ଅଚାରୀ କୌଣସି ସୂତ୍ରରୁ ସାମ୍ପନି ଗ୍ରାମରେ ଏକ ଗାଈକୁ ମାରି ଗୋ ମାଂସ ବିକ୍ରି କରୁଥିବା ଖବର ପାଇ ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଠିକ ଏହି ସମୟରେ ପ୍ରାଣୀ ମଙ୍ଗଳ ସଂଗଠନ ପକ୍ଷରୁ ଏହି ସାମ୍ପନି ଗ୍ରାମକୁ ଯାଇ ଚଢ଼ାଉ କରି ଏକ ଯୁବକକୁ ଧରି ଥାନାରେ ଜିମା ଦେବା ସହିତ ଘଟଣାର ତଦନ୍ତ ନିମନ୍ତେ ଦାବି କରିଥିଲେ | ନିୟମିତ ଭାବେ ଲୁଚାଛୁପାରେ ଏହି ଅଂଚଳରେ ଗୋ ହତ୍ୟା କରି ଗୋ ମାଂସ ବିକ୍ରି କରାଯାଉଛି ଓ କିଛି ବ୍ୟକ୍ତି ଏଜେଣ୍ଟ ଭାବେ କାମ କରୁଥିବା ସଂଗଠନ ପକ୍ଷରୁ କୁହାଯାଉଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: