ଡୁଙ୍ଗୁରିପାଲିରେ ରଥଯାତ୍ରା ମହାସମାରୋହରେ ପାଳିତ

ରିପୋର୍ଟ: ରତ୍ନାକର ସେଠ
ଡୁଙ୍ଗୁରିପାଲି(୦୪/୦୭): ଆଜି ଡୁଙ୍ଗୁରିପାଲି ସହରରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଯାଇଛି |

ଅପରାହ୍ନରେ ପୂଜକ ମାନେ ପୂଜା ପରେ ଗାଁ ଗୌନ୍ତିଆ ସରୋଜ କୁମାର ବିଶ୍ୱାଳ ଛେରା ପହଁରା କରିବା ପରେ ଜଗନ୍ନାଥଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଥିଲା | ସହରର ବିଭିନ୍ନ ରାସ୍ତା ଦେଇ ବସଷ୍ଟାଣ୍ଡ ଠାରେ ଥିବା ମାଉସୀ ମନ୍ଦିରକୁ ପ୍ରବେଶ କରିଥିଲେ | ଗ୍ରାମର ସଂକୀର୍ତନ ଦଳ, ଘଣ୍ଟ ବାଜା ଦଳ ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Comments are closed.