Advertisements
Saturday, July 4, 2020
Home Government News ପାଟଣାଗଡ଼ରେ ଏଏସୟୁସିଆଇ ପକ୍ଷରୁ ଗଣ ବିକ୍ଷୋଭ ୧୧ଦଫା ଦାବିପତ୍ର ପ୍ରଦାନ

ପାଟଣାଗଡ଼ରେ ଏଏସୟୁସିଆଇ ପକ୍ଷରୁ ଗଣ ବିକ୍ଷୋଭ ୧୧ଦଫା ଦାବିପତ୍ର ପ୍ରଦାନ

ରିପୋର୍ଟ- ଭୋଜରାଜ ବରିହା
ପାଟଣାଗଡ଼,ଖପ୍ରାଖୋଲ(୦୩/୦୭): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବିଭିନ୍ନ ସମସ୍ୟା ମାନଙ୍କୁ ନେଇ ଏସ.ୟୁ.ସି.ଆଇ ପକ୍ଷରୁ ଏକ ବିଶାଳ ଗଣ ବିକ୍ଷୋଭ ଶୋଭାଯାତ୍ରା ହୋଇଥିଲା ।

ଏହି ବିକ୍ଷୋଭରେ ଚାଷୀ,ମହିଳା, ଛାତ୍ରଛାତ୍ରୀ ଯୋଗଦାନ ଦେଇଥିଲେ ସ୍ଥାନୀୟ କଲେଜ ଛକରୁ ଶୋଭାଯାତ୍ରା ବାହାରି ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପରେ ତସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ୧୧ଦଫା ଦାବିପତ୍ର ଦିଆଯାଇଥିଲା । ଏହି ଗଣବିକ୍ଷୋଭରେ ରାଜ୍ୟ କମିଟି ସଭ୍ୟ ଅଶୋକ ମିଶ୍ର, ସମେତ ବଲାଙ୍ଗୀର ସାଙ୍ଗଠନିକ ସମ୍ପାଦକ ସୁନୀଲ ଭୋଇ, ବେଳପଡା ବ୍ଲକର ସମାଜସେବୀକା ଚନ୍ଦ୍ରକାନ୍ତି ସାହୁ ଏବଂ ତାମସ ବେହେରା, ହୃଦାନନ୍ଦ କରୁଆଁ, ମଧୁସୂଦନ ବାଗ, ରାଜୀବ ମହାକୁଡ଼ ପ୍ରମୁଖ ସାମିଲ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: