Advertisements
Tuesday, June 2, 2020
Home Government News ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ତହସିଲଦାର ଅବନୀ କାନ୍ତ ସାହୁ

ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ତହସିଲଦାର ଅବନୀ କାନ୍ତ ସାହୁ

ରିପୋର୍ଟ: ହିରୋଜ୍ କୁମାର ସାହୁ
କଳାହାଣ୍ଡି(୨/୦୭): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ତହସିଲଦାର ଆଜି ଦିନ ୧୨ଟାରେ ଭିଜିଲାନ୍ସ ଆସି ରିଞ୍ଜା ପଞ୍ଚାୟତ ଦେଓଗାଁ ଲାଲସାହେଵ ସାହୁଙ୍କ ଜମିର ୨୦୧୬ ମସିହାର ମ୍ୟୁଟେସନ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ |

କର୍ଲାମୁଣ୍ଡା ତହସିଲଦାର ଅବନୀ କାନ୍ତ ସାହୁ ରେଡ୍ ହେଣ୍ଡେଡରେ ଧରା ପଡ଼ିଥିଲେ । ଜୟପୁର ଡିଏସପି ହରେକୃଷ୍ଣ ବେହେରା ନେତୃତ୍ଵରେ ଚଢ଼ାଉ କରିଥିବା ବେଳେ ଭବାନୀପାଟଣା ଡିଏସପି ସତ୍ୟଵାନ ମହାନନ୍ଦ, ରାୟଗଡ଼ା ଡିଏସପି ଶୁଶାନ୍ତ କୁମାର ବିଶ୍ବାଳ, ଜୟପୁର ଡିଏସପି ଶରତ ଚନ୍ଦ୍ର ସାହୁ, ନବରଙ୍ଗପୁର ଇନିସପେକ୍ଟର ଦିନବନ୍ଧୁ ବେହେରା, ନୁଆପଡା ଇନିସପେକ୍ଟର ଡି ବାସୁଦେବ ରାଓ, ପ୍ରକାଶ ଚନ୍ଦ୍ର ସାହୁ ଓ ଗୁଣନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: