Advertisements
Sunday, July 5, 2020
Home Government News ରିଞ୍ଜା ପଞ୍ଚାୟତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିୟତାର ତଦନ୍ତ କଲେ ଭିଜିଲାନ୍ସ ଡିଏସପି

ରିଞ୍ଜା ପଞ୍ଚାୟତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିୟତାର ତଦନ୍ତ କଲେ ଭିଜିଲାନ୍ସ ଡିଏସପି

ରିପୋର୍ଟ: ହିରୋଜ୍ କୁମାର ସାହୁ
କର୍ଲାମୁଣ୍ଡା (୦୧/୦୭): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ବିଭିନ୍ନ ସରକାରୀ କାର୍ଯ୍ୟର ନିମ୍ନ ମାନର କାମକୁ ନେଇ ଭିଜିଲାନ୍ସ ପାଖରେ ରିଞ୍ଜା ପଞ୍ଚାୟତର ଗ୍ରାମବାସୀ ଅଭିଯୋଗ କରିବା ପରେ ଆଜି ଦିନ ୧ଟା ଆସି ରିଞ୍ଜା ଗଣ୍ଡଵାହାଲି କଟା ଓ ଟକାରୁମାଲ କଟାରେ ପ୍ରାୟ ୧୦ ଲକ୍ଷରୁ ନିମ୍ନ ମାନର କାମକୁ ନେଇ ତଦନ୍ତ କରିଥିଲେ |

କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦ ରିଞ୍ଜା ଗଣ୍ଡଵାହାଲି କଟାର ପାଞ୍ଚ ଲକ୍ଷ ଟଙ୍କାର ଦୁଇ ଲକ୍ଷ ଭିତରେ ଗାଡୁଏଲ କାମ କରିଥିବା ଓ ମାଟି କାମକୁ ନେଇ ଵାହାରେ ଯାନ୍ତ୍ରିକ ମେସିନ ସାହାଯ୍ୟରେ ମାଟି ଟ୍ରିପକୁ ଗାଁର କିଛି ଲୋକଙ୍କ ପାଖରେ ୧୦୦ ରୁ ୧୫୦ ଟଙ୍କା ଭିତରେ‌ ମାଟି ବିକ୍ରି କରିଛନ୍ତି ବୋଲି ସମାଜସେବୀ ରାଜ କିଶୋର ମିଶ୍ର କହିଛନ୍ତି । ଟକାରୁମାଲ ସାଧୁ କଟାରେ ଗାଡୁଏଲ ଓ ମାଟି କାମକୁ ନେଇ ମଧ୍ୟ ଅଭିଯୋଗ ପରେ ଭିଜିଲାନ୍ସ ଦଳ ପହଞ୍ଚି ସେଇଠି ତଦନ୍ତ କରିବା ପରେ ମାଟିକୁ ନେଇ ବଜାର ପଡିଆ ଠାରେ ପକା ଯାଇଛି ବୋଲି ଗ୍ରାମବାସୀ କହିବା ପରେ ଭିଜିଲାନ୍ସ ଯାଇ ତଦନ୍ତ କରିବା ପାଇଁ ପହଞ୍ଚିଥିଲେ ।

ସେଇ ଯାଗାରେ ପିଇଓ ପ୍ରଦୀପ କୁମାର ସାହୁଙ୍କୁ ଆମ ପ୍ରତିନିଧି ପଚାରିବାରୁ ମୁଁ ଏ କାମ ମୋ ନାଁରେ ଅଛି କିନ୍ତୁ ନିମ୍ନ ମାନର କାମ ହୋଇଛି କି ନାହିଁ ସେଇଟା କନିଷ୍ଠ ଯନ୍ତ୍ରୀ କହିବେ ବୋଲି କହିଥିଲେ । ଏ ନେଇ ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦଙ୍କୁ ପଚାରିବାରୁ ସେ ଫାଇଲ ଦେଖିଲେ କହିପାରିବି କହିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

Recent Comments

%d bloggers like this: