ବୌଦ୍ଧରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ

0
145
ବୌଦ୍ଧରେ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୯/୦୭) : ବୌଦ୍ଧ ଗଡଜାତ ର ଗଣପର୍ବ ପବିତ୍ର ରଥ ଯାତ୍ରା- ୨୦୧୨ ଉପଲକ୍ଷେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ lWhatsApp Image 2022 07 11 at 12.25.11 PM ବୌଦ୍ଧରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ

ଚଳିତ ବର୍ଷ ଶ୍ରୀଜୀଉଙ୍କ ର ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରା ରେ “ଗେହ୍ଲl ମାଆ” କଳାନିକେତନ, ବୌଦ୍ଧ ର ଶିଶୁ କଳାକାର ମାନଙ୍କ ଦ୍ଵାରା ପରିବେଷିତ ଦେବ ଦାସୀ /ମାହାରୀ ନୃତ୍ୟ ସେବା ର ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା l ସହର ନିକଟବର୍ତ୍ତୀ ଗ୍ରାମାଞ୍ଚଳରୁ ଆସିଥିବା ଶ୍ରୀ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ ଭଗବାନଙ୍କର ଏ ଅପରୂପ ଲୀଲାରେ ଆତ୍ମ ବିଭୋର ଓ ପରମ ଶାନ୍ତି ଅନୁଭବ କରୁଥିବାର ଦେଖିବାକୁ ମିଳିଥିଲା l