Related Contents

ଶ୍ରେଣୀଗୃହରେ ପଶି ଶିକ୍ଷୟତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ

କଟକ (୦୧/୦୭): ଶ୍ରେଣୀଗୃହରେ ପଶି ଜଣେ କର୍ତ୍ତବ୍ୟ ରତ ଶିକ୍ଷୟିତ୍ରୀଙ୍କୁ ଏକ ଧାରୁଆ ଭୁଜାଲିରେ ହାଣି ଜଣେ ଦୁର୍ବୃତ୍ତ ଫେରାର ହୋଇ ଯାଇଛି |

ଏପରି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଆମ୍ବପଡ଼ା ଗ୍ରାମର ଏମ୍‌ଇ ସ୍କୁଲରେ । ଏ ନେଇ ନିଆଳି ଥାନାରେ ଅଭିଯୋଗ ହେବାପରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁକରି ଅଭିଯୁକ୍ତ ବୁବୁନା ମହାନ୍ତିଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ମାତ୍ର କେଉଁ କାରଣରୁ ଶିକ୍ଷୟିତ୍ରୀଙ୍କ ଉପରେ ବାବୁନା ମହାନ୍ତି ଆକ୍ରମଣ କଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

Comments are closed.