Friday, March 29, 2024

Top 5 This Week

Related Posts

ବରିଷ୍ଠ ନାଗରିକ ମଞ୍ଚ ପହଞ୍ଚିଲା ସ୍ୱର୍ଗତ ତ୍ରିପୁରାରୀ ଙ୍କ ଦୁଆରେ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୮/୦୭) : ବରିଷ୍ଠ ନାଗରିକ ସ୍ୱର୍ଗତ ତ୍ରିପୁରାରୀ ମହାପାତ୍ର , ଅବସର ପ୍ରାପ୍ତ ଶିକ୍ଷକ ଅଡ଼େନିଗାଡ଼ି ଙ୍କ ଏକାଦଶାହରେ ବରିଷ୍ଠ ନାଗରିକ ମଞ୍ଚ, ହରଭଙ୍ଗା ବ୍ଲକ ର ସଭାପତି ରମେଶ ଚନ୍ଦ୍ର ଜେନା, ସମ୍ପାଦକ ବାଳକୃଷ୍ଣ ନାୟକ, ସହସମ୍ପାଦକ ଶରତ ମାଝୀ, କାର୍ଯ୍ୟକାରୀ ସଦସ୍ୟ ମନମୋହନ ସାହୁ ଓ ଜନକ ପାତ୍ର ପହଞ୍ଚି ପରିବାର ସଦସ୍ୟ ଙ୍କୁ ସମବେଦନା ଜଣାଇଥିଲେ l

ପରିବାର ପେନସନ ଓ ଅନ୍ୟାନ୍ୟ ସରକାରୀ ସୁବିଧା ପାଇବାରେ ସମସ୍ତ ସହଯୋଗ କରିବା ପାଇଁ ତାଙ୍କ ଧର୍ମପତ୍ନୀ ଙ୍କୁ ପ୍ରତିଶୃତି ଦିଆଯାଇଥିଲା l

Popular Articles