Friday, March 29, 2024

Top 5 This Week

Related Posts

ଶିଆଳି ଉନ୍ନତ ଉଚ୍ଚ ବିଦ୍ୟାଳୟ ରେ ଶତ ପ୍ରତିଶତ ରିଜଲ୍ଟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୭) : କାଶୀନଗର ବ୍ଲକ ର ଶିଆଳି ପଞ୍ଚାୟତ ମହକୁମାରେ ଥିବା ଏକ ମାତ୍ର ଉନ୍ନତ ଉଚ୍ଚ ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ଆସିଥିବା ଜଣା ଯାଇଛି ।

ସୂଚନା ମୁତାବକ ଶିଆଳି ଉନ୍ନତ ଉଚ୍ଚ ବିଦ୍ୟାଳୟରେ ୩୧ ଜଣ ଦଶମ ଶ୍ରେଣୀ ପିଲା ରହିଥିଲେ । ସେଥି ମଧ୍ୟରୁ ୩୧ ଜଣ ଛାତ୍ର ଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ B2 ରେ ୧୧ ଜଣ C ରେ ୨୦ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଥିବା ପ୍ରଧାନ ଶିକ୍ଷକ ଦାୟିତ୍ୱ ରେ ଥିବା ଶ୍ରୀ ଦେବ ରାଜ ଜେନା ଜଣାଇବା ସହ ନିଜ ସହକର୍ମୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଏହି ଫଳାଫଳ ଆସିଥିବା ଜଣାଇଛନ୍ତି ।

Popular Articles