Friday, March 29, 2024

Top 5 This Week

Related Posts

କାଶୀନଗର ସମବାୟ ସମିତି ନିର୍ବାଚନ ସଭାପତି ନିର୍ଦ୍ଵନ୍ଦରେ ନିର୍ବାଚିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୭) : ଆଜି କାଶୀନଗର ସେବା ସମବାୟ ସଭାପତି ନିର୍ବାଚନ ରହିଥିଲା ।

ପ୍ରକାଶ ଥାଉ କି କାଶୀନଗର ସେବା ସମବାୟ ସମିତି ର ଡାଇରେକ୍ଟର ନିର୍ବାଚନରେ ଦୁଇ ତୃତୀୟାଂଶ ଡାଇରେକ୍ଟର ନିର୍ଦ୍ଵନ୍ଦରେ ଓ ବିଜେଡ଼ି ର ନିର୍ବାଚିତ ହୋଇଛନ୍ତି । ଆଜିର ନିର୍ବାଚନ ଏକ ଔପଚାରିକତା ଥିଲା । ତାଜମ ଚେଲାପତି ରାଓ ଆଜି ସଭାପତି ପାଇଁ ନାମାଙ୍କନ ଦାଖଲ କରିଥିଲେ । ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣା ପଡ଼ିଛି । ସମସ୍ତ ଡାଇରେକ୍ଟର ମାନଙ୍କ ସହ ସେବା ସମବାୟ ସମିତିରେ ପହଞ୍ଚିଥିଲେ ।

Popular Articles