Thursday, March 28, 2024

Top 5 This Week

Related Posts

ବାରାଣସୀ ହାଇସ୍କୁଲରେ ସମ୍ବାଦ ସାହିତ୍ୟ ଘର ତରଫରୁ ବୃକ୍ଷ ରୋପଣ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୫/୦୭) : ସମ୍ବାଦ ସାହିତ୍ୟ ଘର ତରଫରୁ କାଶୀନଗର ବାରାଣସୀ ହାଇସ୍କୁଲ ଠାରେ ବେଲ, ଅଁଳା, ନିମ ଭଳି ଔଷଧୀୟ ଗଛ ରୋପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମ କୁ ସମ୍ବାଦ ର ସ୍ଥାନୀୟ ପ୍ରତିନିଧି ଟୁନା ଚୌଧୁରୀ ସଂଯୋଜନା କରିଥିଲେ । ସ୍କୁଲ ର ପ୍ରଧାନ ଶିକ୍ଷକ ସୁଶିଲ କୁମାର ପଣ୍ଡା, ଆର୍ ରେବତୀ, ଅଶୋକ ଗୌଡ, ଭୁବନେଶ୍ୱର ସାର୍, ଯୋଷବନ୍ତି, ଦିଲୀପ ସାର୍, ପ୍ରସନ୍ନ ପାଢ଼ୀ ଙ୍କ ସହ ବହୁ ଗଣ ମାଧ୍ୟମ ପ୍ରତିନିଧି ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

Popular Articles