Advertisements
Monday, July 13, 2020
Home Government News ଅଭିଯୋଗକାରୀ ହିଁ ନିଜେ ଦୋଷୀ, ରାୟଗଡା ପୋଲିସର ସାମ୍ବାଦିକ ସମ୍ମିଳନୀ

ଅଭିଯୋଗକାରୀ ହିଁ ନିଜେ ଦୋଷୀ, ରାୟଗଡା ପୋଲିସର ସାମ୍ବାଦିକ ସମ୍ମିଳନୀ

ରିପୋର୍ଟ: ଜିଲ୍ଲା ପ୍ରତିନିଧି
ରାୟଗଡା(୨୨/୦୬): ଅଭିଯୋଗକାରି ହିଁ ନିଜେ ଦୋଷୀ | ଏହିପରି ଘଟଣା ଘଟିଛି ରାୟଗଡ଼ ଥାନାରେ |

ଗତ ୧୯.୦୬.୨୦୧୯ରେ ଭାରତ ଫାଇନନେନସିଅଲ କମ୍ପାନୀର କଲେକ୍ସନ ମ୍ୟାନେଜେର ଟଙ୍କା ଆଦାୟ କରି ଫେରିବା ସମୟରେ କେତେକ ବ୍ୟକ୍ତି ପଲସର ଗାଡ଼ିରେ ଆସି ଧକ୍କା ଦେଇ ନଗଦ ୧୯୦୨୪୬ଟଙ୍କା, ଦୁଇଟି ଟାବଲେଟ ଓ ଏକ ବାଈମେଟ୍ରିକ ଯନ୍ତ୍ର ନେଇଗଲେ ବୋଲି ଥାନାରେ ଅଭିଯୋଗ କରିଥିଲେ | ଏହି ସମୟରେ ଥାନା ଅଧିକାରୀ ଡାକ୍ତରୀ ପରୀକ୍ଷା ପାଇଁ କହିବାରୁ ସେ ଚାଲିଗଲେ | ପୋଲିସର ଏଥିରେ ସନ୍ଧେହ ହେବାରୁ ମ୍ୟାନେଜରକୁ ପଚରାଉଚୁରା ସମୟରେ ସତ ମାନି ସେ ନିଜେ ହିଁ ଏହା କରିଛି କାରଣ ମୁଁ ନୂଆରେ ବାହା ହୋଇଥିଲି ଓ ଟଙ୍କାର ଆବଶ୍ୟକ ଥିବାରୁ ଏହିପରି କରିଲି ବୋଲି ସ୍ୱୀକାର କରିଥିବା ପୋଲିସ ଏକ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛି | ଅଭିଯୋଗ କାରିଙ୍କ ଠାରୁ ସମସ୍ତ ଟଙ୍କା ୧୯୦୨୪୬ ଓ ଅନ୍ୟ ସାମଗ୍ରୀ ତାହାର ଭଡା ଘରୁ ରୋହିତ କଲୋନୀରୁ ଜବତ କରାଯାଇଛି | ଅଭିଯୋଗ କାରି ଓ ଦୋଷୀଙ୍କ ଘର ନୟାଗଡ ଜ଼ିଲ୍ଲା ସୋରନ କୋଲ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଚରାରୋପଣ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୧୩.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଝରିଗାଁ ଥାନା କ୍ୟାମ୍ପ ଓ ବିଏସଏଫ କ୍ୟାମ୍ପ ପରିସରରେ ଚାରାରୋପଣ...

ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ଡୁଡା ଟ୍ରଜାସ୍କୋସ୍କିଙ୍କୁ କଲେ ପରାସ୍ତ

ପୋଲାଣ୍ଡ (୧୩/୦୭): ରବିବାରର ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ବର୍ତ୍ତମାନର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା ଚ୍ୟାଲେଞ୍ଜର ରାଫାଲ ଟ୍ରଜାସ୍କୋସ୍କିଙ୍କୁ ସଂକୀର୍ଣ୍ଣ ଭାବେ ପରାସ୍ତ କରିଛନ୍ତି।

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

Recent Comments

%d bloggers like this: