Related Contents

ବିଲରେ ଥିବା ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

ରିପୋର୍ଟ: ଚିତ୍ତରଞ୍ଜନ ବାଗ
କଳାହାଣ୍ଡି(୨୨/୦୬): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମପଞ୍ଚାୟତ ଚିଳପଡ଼ା ଠାରେ ଏକ ଯୁବକର ଝୁଳନ୍ତା ମ୍ବତଦେହ ଏକ ବିଲର ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି ।

ମୃତ ଯୁବକ ଜଣକ ହେଲେ ଜୟପାଟଣା ବ୍ଳକ ଚିରକା ଗ୍ରାମର ଅରୁଣ ରାଉତ ବୋଳି ଜଣାପଡିଛି । ଯୁବକଙ୍କ ବାପା ପୁଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଜୟପାଟଣା ପୋଳିସ ଏକ ଅପମୃତ୍ୟୁ ମାମଳା ରୁଜୁ କରି ତଦନ୍ତ ଚଳାଇଛି ।

Comments are closed.