Related Contents

ଗୁଣୁପୁର ବିଧାୟକଙ୍କ ଗୁଡାରି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଗୁଡାରି (ଲୋକନାଥ ସାହୁ): ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ସ୍ୱାସ୍ଥ୍ୟ ସେବା ହାଲଚାଲ ପାଇଁ ପରିଦର୍ଶନ କରିଥିଲେ ।

ଗୁଡାରିର ସ୍ୱାସ୍ଥ୍ୟ ସେବା ଅତିଦୟନିୟ ଅବସ୍ଥା ବୋଲି ଜନସାଧାରଣ ଓ ରୋଗୀ ମାନେ କହିଥିଲେ । ଡାକ୍ତର ମାନଙ୍କ ଅନୁପସ୍ଥିତି ମଧ୍ୟ ଅଭିଯୋଗ ହୋଇଥିଲା । ଘରେ ରହି ମଧ୍ୟ ଅଫିସକୁ ଆସୁ ନ ଥିବା ଅଭିଯୋଗ ହୋଇଥିଲା । ଏସବୁ ପରିସ୍ଥିତି ଅନୁଧ୍ୟାନ କରି ବିଧାୟକ ଅସନ୍ତୁଷ୍ଟ ହେବା ସାଙ୍ଗକୁ ଗୁଡାରି ଓ ଏ ଅଞ୍ଚଳର ଦୁର୍ଭାଗ୍ୟ ବୋଲି କହିଥିଲେ । ଏଥି ସାଙ୍ଗକୁ ଜଣେ ମେଡିସିନ ସ୍ପେସିଆଲିଷ୍ଟ ଏବଂ ଗାଇନିକ ମହିଳା ଡାକ୍ତରଙ୍କୁ ଏଠାରେ ଦିଆଯାଉ ବୋଲି ଆବେଦନ କରିଥିବା ଶୁଣାଯାଇଛି ।

Comments are closed.