Related Contents

ଭାଗୁଡି ଘାଟିରେ କାଗଜ ବୋଝେଇ ଟ୍ରକ ଦୁର୍ଘଟଣା

ରିପୋର୍ଟ: ଗୋପୀନାଥ କଣ୍ଡାଗରୀ
କୋଲନରା(୧୯/୦୬): କୋଲନରା ବ୍ଲକ ବାଙ୍କିଲି ପଂଚାୟତ ଭାଗୁଡି ଗ୍ରାମ ନିକଟରେ ରାୟଗଡାରୁ ଭୂବନେଶ୍ବର ଯାଉଥିବା ଏକ କାଗଜ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିଛି ।

ଗାଡ଼ି ନମ୍ଵର 0R18C3571 । ଏହି ଦୁର୍ଘଟଣାରେ ଡ୍ରାଇଭର ହେଲପର ର କାହାକୁ କିଛି ହୋଇ ନାହିଁ । ମୁକୁନ୍ଦପୁର ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ତଳରେ ପହଞ୍ଚି ସୁରକ୍ଷାର ଵ୍ୟଵସ୍ଥା କରିଛନ୍ତି । ଯାନ ବାହନ ଯାତାୟାତ ପାଇଁ ରାସ୍ତା ଅସୁବିଧା ନାହିଁ ।

Comments are closed.