Friday, August 7, 2020
Home headline ମୁନିଗୁଡା କେନ୍ଦ୍ରୀୟ ସୁରକ୍ଷା ବଳ ୮ମ ବାଟାଲିୟନଙ୍କ ଦ୍ଵାରା ଲ୍ୟାଣ୍ଡମାଇନ ଅକାମି

ମୁନିଗୁଡା କେନ୍ଦ୍ରୀୟ ସୁରକ୍ଷା ବଳ ୮ମ ବାଟାଲିୟନଙ୍କ ଦ୍ଵାରା ଲ୍ୟାଣ୍ଡମାଇନ ଅକାମି

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡା(୧୪/୬/୧୯): ରାୟଗଡା ଜିଲ୍ଲା ମୁନିଗୁଡାରେ ଥିବା ୮ମ ବାଟାଲିୟନ ଜବାନ ମାନଙ୍କ ସହକାରୀ କମାଣ୍ଡରଙ୍କ ନିର୍ଦ୍ଦେଶରେ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇ ବଡ ଦୁର୍ଘଟଣାରୁ ରକ୍ଷା ପାଇଥିବା କହିଛନ୍ତି ।

ଘଟଣାରୁ ପ୍ରକାଶ ଗତକାଲି ତା ୧୩-୦୬-୧୯ ରିଖ କୋଟଗୋଡ ବ୍ଳକ ଅଧିନରେ ଥିବା ମାଓ ପ୍ରବଣ ଅଂଚଳ ଶ୍ରୀରାମପୁରୁରେ ମୁନିଗୁଡା ୮ମ ବାଟାଲିୟନ ଜବାନ ମାନଙ୍କ କ୍ୟାମ୍ପ ଅଛି । ସବୁଦିନ ପରି ମାଓଦମନ କମ୍ବୀ ଅପରେସନ ପାଇଁ ଜବାନ ମାନେ ଜାଇଥିଲେ । ହେଲେ ଶ୍ରୀରାମ ପୁରରୁ ଶ୍ରାମ୍ପି ପର୍ଯ୍ୟନ୍ତ ତିଆରି କରୁଥିବା ନୂତନ ରାସ୍ତା ଦେଇ ଜବାନ ମାନେ “ବରମିଲ “ପାହାଡ ନିକଟ ଦେଇ ଗତି କରୁଥିବା ବେଳେ କିଛି ସଦ୍ଦିଗ୍ଧ ଜିନିଷ ଦେଖି ତାଙ୍କର ଗୁଇନ୍ଦା ବିଭାଗ ଅଧିକାରୀ ସହକାରୀ କମାଣ୍ଡାଣ୍ଟ ଶ୍ରୀ ଠମକାର ମହତକୁ ଜଣାଇବା ପରେ ବିଡ଼ିଡ଼ି, ସ୍କୋଡକୁ ଡକାଜାଇ ଉକ୍ତ ବୋମା ଲ୍ୟାଣ୍ଡମାଇନ ଆଦିକୁ ନିଷ୍କ୍ରିୟ କରାଯାଇଥିଲା । ସେଥିରେ ବିଷ୍ପୋରକ ସାମଗ୍ରୀ ଡିଟୋନେଟର ସହିତ ସଂଜୋଗ ପାଞ୍ଚ କେଜି, ଲେଖା ଦୁଇଟି ଓ ବିଦ୍ୟୁତ ତାର ୧୫୦ ମିଟର ,ସୁଇଚ ଗୋଟିଏକୁ ନିଷ୍କ୍ରିୟକାରିଦଳ ଜବତ କରିଥିଲେ । ବଡ ଦୁର୍ଘଟଣାରୁ ଜବାନ ମାନେ ରକ୍ଷା ପାଇଥିବାରୁ ସମସ୍ତେ ଆସ୍ୱସ୍ତ ଅନୁଭବ କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: