Friday, March 29, 2024

Top 5 This Week

Related Posts

ନିର୍ମାଣ ପଥେ ରଥ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୦୬) : ଗଜପତି ଜିଲ୍ଲା ର ଏକ ମାତ୍ର ପୌର ପରିଷଦ କାଶୀନଗର ଠାରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୁଏ ।

କିନ୍ତୁ ଗତ ଦୁଇ ବର୍ଷ ହେଲା କୋରୋନା ମହାମାରୀ ଆତଙ୍କ ଯୋଗୁଁ ରଥଯାତ୍ରା ହୋଇ ପାରିନଥିଲା । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ହୋଇପାରିବ ବୋଲି ମହନ୍ତ ଶ୍ରୀ ପଦ୍ମ ଚରଣ ଦାସ କହିଛନ୍ତି । ରଥ କାର୍ଯ୍ୟ ପ୍ରାୟ ଅଧା ସରିଛି । ଚକ ଅଖ ଯୋଡ଼ା ସରିଛି । ନିର୍ମାଣ କାର୍ଯ୍ୟ ଅତି କମ୍ ରେ ଆଉ ଦୁଇ ଦିନରେ ସରିବ । ଆସନ୍ତା ଜୁଲାଇ ମାସ ୧ ତାରିଖରେ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ।

Popular Articles