ସପ୍ତମ ଅର୍ଥନୈତିକ ଜନଗଣନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ରବିଶଙ୍କର ମହାପାତ୍ର
କୋରାପୁଟ(୧୧/୦୬): କୋରାପୁଟ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରଠାରେ ଆଜି କୋରାପୁଟ ଜିଲ୍ଲା ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ଦେବେନ୍ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସପ୍ତମ ଅର୍ଥନୀତିକ ଜନଗଣନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସମସ୍ତ ସୁପରଭାଇଜର ତଥା ଡି.ଏଲ୍.ସି.ସି.ର ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Comments are closed.