Related Contents

ମଦ ମୁକ୍ତ ପଞ୍ଚାୟତ ପାଇଁ ମହିଳା ଗୋଷ୍ଠୀର ଶପଥ

ରିପୋର୍ଟ: ବିଭୁତି ଲହରିଆ
କନ୍ଧମାଳ(୧୧/୦୬): କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ଝିରିପାଣି ପଞ୍ଚାୟତରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପ ର ମାଁ ମାନେ ନିଶା ନିବାରଣ ନିମନ୍ତେ ବହୁ ସଂଖ୍ୟାରେ ଯୋଗଦେଇ ଏକ ବୈଠକ ଅନୁଷ୍ଠିତ କରିଥିଲେ ।

ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ଅର୍ଜୁନ ପାତ୍ର ୱଡମେମ୍ବର, ନାଏବ ସରପଞ୍ଚ ରିନା ନାୟକ, ସମିତି ସଭ୍ୟ ବିଲାସ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ଝିରିପାଣି ପଞ୍ଚାୟତରେ ସ୍ୱୟଂ ସହାୟକ ଗ୍ରୁପର ମାଁ ମାନେ ନିଶା ନିବାରଣ ନିମନ୍ତେ ବହୁ ସଂଖ୍ୟାରେ ଯୋଗଦେଇ ଏକ ବୈଠକ ଅନୁଷ୍ଠିତ କରିଥିଲେ | ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ଅର୍ଜୁନ ପାତ୍ର, ନାଏବ ସରପଞ୍ଚ ରିନା ନାୟକ, ସମିତି ସଭ୍ୟ ବିଲାସ ପାତ୍ର, ୱଡମେମ୍ବର ସମେତ ଅନ୍ତରଙ୍ଗରେ ଅନ୍ତର୍ଭୁକ୍ତ ଥିବା ଯୁବକ ଯୁବତୀ ମାନେ ଏବଂ ଗ୍ରାମବାସୀ ମଧ୍ୟ ଯୋଗ ଦେଇ ଝିରିପାଣିକୁ ମଦ ମୁକ୍ତ ପଞ୍ଚାୟତ ଗଠନ ପାଇଁ ଆନ୍ଦୋଳନରେ ସହଯୋଗ କରିଥିଲେ |

ଅନ୍ତରଙ୍ଗରେ ଅନ୍ତର୍ଭୁକ୍ତ ଥିବା ଯୁବକ ଯୁବତୀ ମାନେ ଏବଂ ଗ୍ରାମବାସୀ ମଧ୍ୟ ଯୋଗ ଦେଇ ମଦ ମୁକ୍ତ ପଞ୍ଚାୟତ ଗଠନ ପାଇଁ ଆନ୍ଦୋଳନରେ ସହଯୋଗ କରିଥିଲେ । ଏଥିରେ ପୁର୍ଣିମା ପାତ୍ର, ପଦ୍ମିନୀ ପାତ୍ର, କୁମୁଦିନୀ ନାୟକ, ଲଷ୍ମୀନାୟକ, ତରୁଣୀ ପାତ୍ର,କୁଳନ୍ତି ନାୟକ, ଶଶୀଲା ପାତ୍ର, ଵଚନି ପାତ୍ର ଙ୍କ ସହଯୋଗରେ ଝିରିପାଣି ପଞ୍ଚାୟତ ଶତାଧିକ ମହିଳା ପୁରୁଷ ନିଶା ନିବାରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.