Advertisements
Tuesday, June 2, 2020
Home Death Case ବଜ୍ରାଘାତରେ ବଳଦ ମୃତ୍ୟୁ, ଚାଷୀ ହତାଶ

ବଜ୍ରାଘାତରେ ବଳଦ ମୃତ୍ୟୁ, ଚାଷୀ ହତାଶ

ରିପୋର୍ଟ: ରୀଙ୍କ ସାହୁ
ଗାଇସିଲେଟ(୧୦/୦୬): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଭାଙ୍ଗମୁଣ୍ଡା ଗ୍ରାମରେ ସୋମବାର ଅପରାହ୍ନ ୪.୪୫ମିନିଟ ରେ ବଜ୍ରାଘାତରେ ଗୋକୁଳାନନ୍ଦ ସାହୁଙ୍କ ଗୋଟିଏ ବଳଦର ମୃତ୍ୟୁ ଘଟିଛି |

ବଳଦଟି ଖେତ ଆଡକୁ ଘାସ ଚରି ଯାଇଥିବା ସମୟରେ ବଜ୍ରାଘାତ ଦେବାରୁ ମୃତ୍ୟୁ ଘଟିଛି | ବଳଦଟି ଯୋଡିର ମୂଲ୍ୟ ୨୫ହଜାର ଟଙ୍କା ଦେଇ ଗରିବ ଚାଷୀ ଚାଷ କରିବା ପାଇଁ ୬ ମାସ ହେବ କିଣିଥିଲେ | କିନ୍ତୁ ଦୁର୍ଭାଗ୍ୟ ବଶତଃ ବଳଦଟି ବଜ୍ରାଘାତ ର ମୃତ୍ୟୁ ବରଂ କରିଥିବାରୁ ଗରିବ ଚାଷୀଟି ହତାଶ ହୋଇ ପଡିଛନ୍ତି | ଚାଷ ପାଇଁ ଆଉ କମ ସମୟ ଥିବାରୁ ଚାଷୀଙ୍କୁ ସରକାରଙ୍କ ତରଫରୁ କ୍ଷତିପୂରଣ ଦେବାକୁ ଦାବି ହେଉଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: