Advertisements
Saturday, July 4, 2020
Home headline ଚନ୍ଦ୍ରପୁରରେ ମନ୍ତ୍ରୀ ଓ ବିଧାୟକଙ୍କୁ ସ୍ୱାଗତ ଓ ସମ୍ବର୍ଧନା

ଚନ୍ଦ୍ରପୁରରେ ମନ୍ତ୍ରୀ ଓ ବିଧାୟକଙ୍କୁ ସ୍ୱାଗତ ଓ ସମ୍ବର୍ଧନା

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୧୦/୦୬): ଅନୁସୁଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ନ୍ରୀ ଶ୍ରୀ ଜଗନ୍ନାଥ ସାରାକା ଏବଂ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଗଂ ରବିବାର ଦିନ ଚ଼ଦ୍ରଂପୁର ବ୍ଲକ ଗସ୍ତ କରିଛନ୍ତି |

ଚ଼ଦ୍ରଂପୁର ଟୁରିଗୁଡା,ପିସ୍କାପଗାଂ ଗମନ କରି ସାରିବା ପରେ ଡ଼ାଗଂସୋରଡା ପଚ଼ାଂୟତଠାରେ ବିପୁଳ ପରିମାଣର ବିଜେଡି କର୍ମୀଙ୍କ ସହ ଡିଜେ,ବାଜା,ବାଣ,ଶଙ୍ଖ ଓ ହୁଳହୁଳି ପକାଇ ସ୍ୱାଗତ କରିଥିଲେ | ତା ପରେ ହନମନ୍ତପୁର, ଜାରପା ପରିକ୍ରମା କରି ଚନ୍ଦ୍ରପୁର ଗସ୍ଥ କରିଥିଲେ | ଚ଼ଦ୍ରଂପୁରର ଶ୍ରୀବୀରଝାଲୀଆ ଗୁଡି ମଦିଂର ବୀରଝାଲୀୟାକୁଂ ମୁଣ୍ଡିଆ ମାରି ଚ଼ଦ୍ରଂପୁର ସହରର ଗଜରାଜସାହି, ବ୍ଲକ କଲୋନି, ନୂଆସାହି, ଓ ଇଦିଂରା ଆବାସର ବହୁ ବିଜେଡି କର୍ମୀଙ୍କ ସହ ପରିକ୍ରମା କରିଥିଲେ |

ଏଥିରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀ ସୁଧିର ଦାଶ, ଓଡିଶା ଖଦି ନିଗମ ସଦସ୍ୟ ପ୍ରୁଥିରାଜେ ସାହୁ, ଚ଼ଦ୍ରଂପୁର ବ୍ଲକ ଅଧ୍ୟକ୍ଷା ସଜିଂତା ପ୍ରଟିଙ୍ଗା, ବରିଷ୍ଟ ବିଜେଡି କର୍ମୀ ଜ୍ୟାେତିସାହୁ, ବିଜେଡି ବ୍ଲକ ସଭାପତି ପ୍ରମୋଦ ସାହୁକାର, ଶୋଭାଯାତ୍ରା ଆୟୋଜନ କରିଥିଲେ | ଶ୍ରୀ ପ୍ରମୋଦ ସାହୁକାର ବ୍ଲକ ସଭାପତିଙ୍କ ନେତୃତ୍ୱରେ ବହୁ ପରିମାଣର ବିଜେଡି କର୍ମୀ ଉପସ୍ଥିତ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: