Friday, March 29, 2024

Top 5 This Week

Related Posts

କାଶୀନଗର ଠାରେ ଥିବା ଦୈନିକ ବଜାର ଓ ମାଛ ବଜାର ଅବସ୍ଥା ଶୋଚନୀୟ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୩/୦୬) : କାଶୀନଗର ଠାରେ ଥିବା ଦୈନିକ ବଜାର ଓ ମାଛ ବଜାର ଅବସ୍ଥା କହିଲେ ନ ସରେ । ଏଣୁ କ୍ରେତା ଓ ବିକ୍ରେତା ବଡ଼ ସଂକଟରେ ପଡ଼ିଛନ୍ତି ।3a76a73b a35d 4b3d a38d 5f74611088e4 କାଶୀନଗର ଠାରେ ଥିବା ଦୈନିକ ବଜାର ଓ ମାଛ ବଜାର ଅବସ୍ଥା ଶୋଚନୀୟ

ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରାକ୍ତନ ମହାମହିମ ରାଜ୍ୟପାଳ ଶ୍ରୀ ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦ୍ଵାରା ଉଦ୍ଘାଟନ ହୋଇଥିଲା । କାଶୀନଗର ଠାରେ ଥିବା ଦୈନିକ ବଜାର ଓ ମାଛ ବଜାର ନିର୍ମାଣ ପାଇଁ ସେତେବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । କରୋନା କାଳରେ ଦୈନିକ ବଜାରକୁ ବଂଶଧାରା ନଦୀ ଘାଟକୁ ନିଆଗଲା । ଯଦିଓ ଏହା ବିସ୍ତୀର୍ଣ୍ଣ ଯାଗା କିନ୍ତୁ ବ୍ୟବସାୟୀ ଓ କ୍ରେତାଙ୍କ ସୁବିଧା ପାଇଁ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା କରାଗଲା ନାହିଁ । ଏବେ ଖରା ତରାରେ ବ୍ୟବସାୟୀ ମାନେ ବସି ପରିବା ବିକୁଛନ୍ତି ।

ପ୍ରତ୍ୟେକ ଦିନ ବ୍ୟବସାୟୀ ମାନେ ଏନ୍ ଏ ସି କୁ ୪୦ ଟଙ୍କା ଟିକସ ଦେଉଛନ୍ତି ବୋଲି ବ୍ୟବସାୟୀ ୟେଗଟି ଜନର୍ଦ୍ଧନ ରାଓ ଭାସ୍କର ଗଙ୍ଗା କହିଛନ୍ତି । ଦୈନିକ ବଜାରର ରୁମ ଗୁଡ଼ିକ ଏଯାଏଁ କାହାକୁ ଭଡ଼ା ଦିଆଯାଇନାହିଁ । ଏକ ବ୍ୟବସ୍ଥାପକ ଢଙ୍ଗରେ ବ୍ୟବସ୍ଥା କରିବାକୁ ଜନସାଧାରଣ ଦାବୀ କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles