Advertisements
Sunday, July 5, 2020
Home Death Case ସାମ୍ବାଦିକଙ୍କ ପିତାଙ୍କ ପାଇଁ ଗୀତା ଯଜ୍ଞ ଓ ସ୍ମୃତି ସଭା

ସାମ୍ବାଦିକଙ୍କ ପିତାଙ୍କ ପାଇଁ ଗୀତା ଯଜ୍ଞ ଓ ସ୍ମୃତି ସଭା

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର(୦୯/୦୬): ଯାଜପୁର ଜିଲ୍ଲା ବାଈଁଶିରିଆ ପଂଚାୟତର ଈଛାପୁର ଗ୍ରାମରେ ସାମ୍ବାଦିକ ସୁରେଶ କରଙ୍କ ପିତା ଘନଶ୍ୟାମ କରଙ୍କ ବିୟୋଗରେ ଆଜି ଇଚ୍ଛାପୁର ସ୍ଥିତ ବାସଭବନରେ ଏକ ଦିବସୀୟ ଗୀତା ଯଜ୍ଞ, ଗୀତା ପଠନ ସହ ଆତ୍ମାର ସଦଗତି ପାଇଁ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।

ସୁଦୂର ବାରବାଟୀରୁ ଓଡିଆ ବିଭାଗର ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଏକ ସାତ ଜଣିଆ ସଦସ୍ୟଙ୍କ ଦ୍ବାରା ଗୀତା ପଠନ କାର୍ଯକ୍ରମ କରାଯାଇଥିଲା । ସ୍ୱର୍ଗତ ଆତ୍ମାର ସଦ୍ ଗତି ପାଇଁ ପରିବାର ପକ୍ଷରୁ ବଡ ପୁଅ ଶ୍ରୀନିବାସ, ବୋହୁ ଅମ୍ବିକା,ସସ୍ମିତା,ଝିଅ ଜାନକୀ, ନାତି – ଅଭିଷେକ, ସତ୍ୟଜିତ୍, ନାତୁଣୀ-ସାଲୋନୀ, ସୌମ୍ଯା, ସତ୍ୟରଂଜନ କରଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: