ଅବସର ପ୍ରାପ୍ତ ସି ଆର୍ ପି ଏଫ୍ କର୍ମଚାରୀଙ୍କ ପରଲୋକ

0
170
ଅବସର ପ୍ରାପ୍ତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/ ୦୬) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମ ର ଜଣେ ଅବସର ପ୍ରାପ୍ତ ସି ଆର୍ ପି ଏଫ୍ କର୍ମଚାରୀ ଙ୍କ ପରଲୋକ ହୋଇଯାଇଛି ।

ଖାରଡ଼ା ଗ୍ରାମ ର ଅବସର ପ୍ରାପ୍ତ ସି ଆର୍ ପି ଏଫ୍ ଯବାନ ନିତ୍ୟାନନ୍ଦ ଚୌଧୁରୀ ଙ୍କ ଖାରଡ଼ା ଗ୍ରାମ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣା ଯାଇଛି । ସେ ନିଷ୍ଠା ପର ଭାବେ ନିଜ ଚାକିରି ଜୀବନ କଟାଇଥିଲେ । ଚାକିରୀ ରୁ ଅବସର ନେଲା ପରେ ସେ ଗ୍ରାମ ରେ ରହି ନିଜ ଜନ୍ମ ମାଟି ପାଇଁ କାମ କରୁଥିଲେ । ସେ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ରେ ଚିକିତ୍ସା ହେଉଥିଲେ ତାଙ୍କ ପୁତ୍ର, ପୁତୁରା ଚକା ନୟନ ଚୌଧୁରୀ, ଜ୍ୱାଇଁ ଡ଼ା. ସଚି ମହାପାତ୍ର, ପୁତୁରା ପଞ୍ଚାନନ ଚୌଧୁରୀ ମୃତ୍ୟୁ ଶଯ୍ୟା ନିକଟରେ ରହିଛନ୍ତି ।