ଓଡ଼ିଶା ଜୀବିକା ମିଶନ ତରଫରୁ କୁକୁଡ଼ା ଚାଷୀ ଙ୍କୁ କୁକୁଡ଼ା ପ୍ରଦାନ

0
340
ଓଡ଼ିଶା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୬) : ଓଡ଼ିଶା ସରକାର ଙ୍କ ଜୀବିକା ମିଶନ ତରଫରୁ କୁକୁଡ଼ା ପାଳନ ପାଇଁ କୁକୁଡ଼ା ବଣ୍ଟା ଯାଇଛି ।

ସୂଚନା ମୁତାବକ ଓଡ଼ିଶା ଜୀବିକା ମିଶନ ତରଫରୁ ଆଜି ଖାରଡ଼ା ଗ୍ରାମ ପଞ୍ଚାୟତରେ ଥିବା ୧୦୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ କୁକୁଡ଼ା ପାଳନ କରି ଜୀବିକା ଜୀବନ ବିତାଇବା ପାଇଁ ଉତ୍ସାହ ପ୍ରଦାନ କରାଯାଇଛି । ମୋଟ ୨୫୦୦ କୁକୁଡ଼ା ଛୁଆ ବଣ୍ଟନ କରାଯାଇଥିବା ବ୍ଲକ ପ୍ରୋଜେକ୍ଟ ମେନେଜେର ସମୀର ପାଢ଼ୀ ସୂଚନା ଦେଇଛନ୍ତି । ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ଖାରଡ଼ା ସରପଞ୍ଚ ଅଖିଳ ପାତ୍ର, ଏମ୍ ବି କେ, ସି ଆର୍ ପି ସି ଏମ୍ ମଧ୍ୟ ଯୋଗ ଦେଇଥିଲେ ।