Advertisements
Sunday, July 5, 2020
Home Government News ମୁରିବାହାଲ ଠାରେ ଖାଦ୍ୟ ସୁରକ୍ଷା ଆଇନ ପାଇଁ ବୈଠକ

ମୁରିବାହାଲ ଠାରେ ଖାଦ୍ୟ ସୁରକ୍ଷା ଆଇନ ପାଇଁ ବୈଠକ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ (୦୬/୦୬/୨୦୧୯): ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ Findings of NFSA Social audit ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକ ଗୋଷ୍ଠି ଉନ୍ନୟନ ଅଧିକାରୀ ସିପକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରିତା ସ୍ଥିତି ଉପରେ ଡିସେମ୍ବର ୨୦୧୮ ଠାରୁ ଫେବୃୟାରୀ ୨୦୧୯ ମଧ୍ୟରେ ମୁରିବାହଲ ବ୍ଲକର ୧୦ଗୋଟି ଗ୍ରାମ ପଞ୍ଚାୟତ ଯଥା -ବାଙ୍କେଳ,ଶିରୋଳ,ହଳଦି,ଲଖନା,ଗଂରେଇ,ମାଳିଶିରା ,ଗୁଡିଘାଟ ,ବଡସାଇମରା,ଚଲକି,ଇଚ୍ଛାପଡାରେ ହୋଇଥିବା ସାମାଜିକ ସମୀକ୍ଷାରେ ଦେଖାଯାଇଥିବା ମୁଖ୍ୟ ସମସ୍ୟା ଉପରେ ସେଚ୍ଛାସେବୀ ସଂଗଠନ SPREAD ଅନୁଷ୍ଠାନ CAN ପ୍ରକଳ୍ପ ର ଜିଲ୍ଲା ସଂଯୋଜକ ଫକିର ଚରଣ ରାଉତ,୧୦ ଟି ପଞ୍ଚାୟତର ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମନ୍ଵିତ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଶରସି ପଣ୍ଡା, ABEO ଦେବରାଜ ଦାସ ,ଭୁବନେଶ୍ବରରୁ ଜିତେନ୍ଦ୍ର ରଥ ପ୍ରକଳ୍ପ ଅଧିକାରୀ CAN,SPREAD,ବ୍ଲକ ସଂଯୋଜକ କୀର୍ତ୍ତି ଚନ୍ଦ୍ର ସମରଥ ଓ ସମସ୍ତ ସରପଞ୍ଚ ,PEO,MIDO,ପ୍ରମୁଖ ଯୋଗଦେଥିଲେ |

ଯେଉଁ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ ୨୦୨୦ ସୁଧା ସମ୍ପୂର୍ଣ ଗୃହନିର୍ମାଣ କାର୍ଯ୍ୟଶେଷ କରାଯିବା ପାଇଁ ଓ ସମସ୍ତ କେନ୍ଦ୍ରରେ ପରିବର୍ଦ୍ଧିତ ନୂଆ ମେନୁ ଚାର୍ଟ, ମମତା ତାଲିକା ଶତପ୍ରତିଶତ ପରିଦର୍ଶିତ କରିବା ଓ ସମସ୍ତ ସୁଲଭମୂଲ୍ୟ ଦୋକାନ ରେ ସୂଚନା ଫଳକ ପରିଦର୍ଶିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା ଓ ସକାଳ ଜଳଖିଆ ଅନିୟମିତା ଦେଉଥିବା ଅଙ୍ଗନୱାଡି କେନ୍ଦ୍ରକୁ ପରିଦର୍ଶନ କରି ସୁଧାର ଆଣିବାକୁ କହିଥିଲେ । ସ୍ଵଛ ପିଇବାପାଣି ,ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୂମି ଉପରେ ଗୁରୁତ୍ଵ ଦେବାପାଇଁ ନିସ୍ପତି ନିଆଗଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: