Related Contents

ଲମତାପୁଟରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୦୬/୦୬): ଆଜି ସକାଳୁ ଏକ ବୋଲେରୋ ଗାଡ଼ି ନଂ OR17E 9300 ଲମତାପୁଟ ରୁ ଜୟପୁର ଆଡ଼କୁ ଯାଉଥିବା ସମୟରେ ୫୬ନଂ ଜାତୀୟ ରାଜପଥ

ମାଳିପେଟା ନିକଟରେ ଏକ କରଲଭଟ ପାଖରେ ୧୦ ଫୁଟ ଗାତ ତଳକୁ ଖସି ପଡିଛି | ଗାଡ଼ି ଛାଡି ଗାଡି ଭିତରେ ଥିବା ସମସ୍ତ ଯାତ୍ରୀ ଫେରାର ହୋଇ ଯାଇଛନ୍ତି ।

Comments are closed.