Advertisements
Tuesday, June 2, 2020
Home headline ଜୟ ମାଁ ଆଲାମତି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନ

ଜୟ ମାଁ ଆଲାମତି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନ

ରିପୋର୍ଟ: ଅକ୍ଷୟ କୁମାର ପିଡିସିକା
କଲ୍ୟାଣସିଂହପୁର(୦୫/୦୬): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟନପୁର ଗ୍ରାମପଞ୍ଚାୟତ ପଡେଇକାନି ଠାରେ ବ୍ଳକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାଁ ଆଲାମତି କ୍ଳବ ତରଫରୁ ଆୟୋଜନ କରାଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ଗୋଟିଏ ଟିମ ବା ଦଳ ପ୍ରସ୍ତୁତ ହୋଇ ପଞ୍ଚାୟତ ତରଫରୁ ଗୋଟିଏ ଦଳ ଖେଳିବେ ।

ଆଜି ଏହି ମ୍ୟାଚର ଉଦଘାଟନରେ କଲ୍ୟାଣସିଂହପୁର ଟାଉନ ଶହ ପୂଜାରୀଗୁଡା ଥିବାବେଳେ ଟଚ ଜିତି ବେଟିଙ୍ଗ କରିବାପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଉଦଘାଟନ ମେଚ୍ କୁ ବ୍ଳକର (କ) ଜୋନ ଜିଲ୍ଲା ପରିଷଦ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ନାରାୟଣପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଅତିରିକ୍ତ ଅତିଥି ଭାବରେ ନାରାୟଣପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ବେଳେ ନାରାୟଣପୁର ପଞ୍ଚାୟତ ବାସୀ, ମାଝୀଗୁଡା ପଞ୍ଚାୟତ ବାସୀ, ପୂଜାରୀଗୁଡା ପଞ୍ଚାୟତବାସୀ, କଲ୍ୟାଣସିଂହପୁର ପଞ୍ଚାୟତ ବାସୀ ଓ କରପା ପଞ୍ଚାୟତ ବାସୀ ଏବଂ ପଡ଼େଇକାନି ଗ୍ରାମବାସୀ ଥିବାବେଳେ ସଲାମତି କ୍ଳବ ସମସ୍ତେ କମିଟି ଉପସ୍ଥିତ ରହି ଶାନ୍ତି ସୃଙ୍ଖଳା ସହ ଖେଲଟି ଆରମ୍ଭ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: