Friday, March 29, 2024

Top 5 This Week

Related Posts

କଲ୍ୟାଣସିଂହପୁର ଡ୍ରାଇଭର ସଂଘ ପକ୍ଷରୁ ଜଗନ୍ନାଥ ମନ୍ଦିର ପରିସର ସଫେଇ କାର୍ଯ୍ୟକ୍ରମ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, ରାୟଗଡ଼ା, (୧୬/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଡ୍ରାଇଭର ସଂଘ ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ସଫେଇ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଛି ।

ରଥଯାତ୍ରା କୁ ଆଖି ଆଗରେ ରଖି ଡ୍ରାଇଭର ସଂଘ ର ସଭାପତି ଗଜେନ୍ଦ୍ର ଗରଡ଼ିଆ ଙ୍କ ନେତୃତ୍ୱରେ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଜଗନ୍ନାଥ ମନ୍ଦିର ପରିସରରେ ଥିବା ସମସ୍ତ ଆଳିଆ ଆବର୍ଜନ ସଫା କରିବା ସହ ମନ୍ଦିର ପାଚେରୀ ବାହାରେ ଥିବା ଅଳିଆ ଆବର୍ଜନା ମଧ୍ୟ ସଫେଇ କରିଥିଲେ । ଡ୍ରାଇଭର ସଂଘ ର ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରୁଥିବା ଶୁଣିବା ମିଳିଛି ।

Popular Articles