Related Contents

ଭାରସାମ୍ୟ ହରାଇ ଓଲଟିଲା ବସ, ୨୦ରୁ ଉର୍ଦ୍ଧ୍ବ ଗୁରୁତର

ରିପୋର୍ଟ-ଚିତ୍ତରଞ୍ଜନ ବାଗ
ଧର୍ମଗଡ଼(୦୩.୦୬.୨୦୧୯): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ରାଜା ମୁଣ୍ଡାଠାରେ ଭାରସାମ୍ୟ ହରାଇ ଓଲଟିଲା ଜ଼ାତ୍ରୀ ବାହୀ ବସ |

ବହୁ ଆହତ ଖବରପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଜୟପାଟଣା ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି | ପ୍ରଧାନ ଟ୍ରାଭେଲସ ନାମକ ଏହି ଘରୋଇ ବସ ସାସ୍ତୁଗୁଡାରୁ କେସିଙ୍ଗା ଯାଉଥିଲା | ଏହି ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ |

Comments are closed.