Related Contents

ବ୍ରଜପାତରେ ୬ଗାଈ ମୃତ

ରିପୋର୍ଟ: କୈଲାସ ମାଳବିଶୋୟୀ
ଚନ୍ଦ୍ରପୁର(୦୩.୦୬.୨୦୧୯): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ମୁନାରିଗାଠାରେ ଅଭାବନିୟ ଘଟଣା ଦେଖିବାକୁ ମିଳିଛି |

ଗତକାଲି ରବିବାର ରାତିରେ ବର୍ଷା ହେବାରୁ ୬ଗୋଟି ଗାଈ ଗାଁପାଖ ଏକ କୁଶୁମ ଗଛମୁଳରେ ଲୁଚ଼ିଥିବା ବେଳେ ହଠାତ ବ୍ରଜପାତ ହେବାରୁ ସମସ୍ତ ଗାଈ ମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ଖବର ପାଇ ଚନ୍ଦ୍ରପୁର ରାଜସ୍ୱ ନିରୀକ୍ଷକଃ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛନ୍ତି |

Comments are closed.