Related Contents

ମିଳୁନି ମମତା ଯୋଜନା ଟଙ୍କା

ରିପୋର୍ଟ: କୈଲାସ ମାଳବିଶୋୟୀ
ଚନ୍ଦ୍ରପୁର(୦୩.୦୬.୨୦୧୯): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେଦ୍ରରେ ମିଳୁନି ମମତା ଯୋଜନା ଟଙ୍କା |

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠେପସାହିର ଜୟନ୍ତୀଏକା ସ୍ୱାମି ବିରେଦ୍ରଂ କ୍ରାଟାଗାଂଙ୍କ ପୁଅ ରିସି କ୍ରିଟାଗାଂ ଆଜକୁ ପ୍ରାୟ ୨ବର୍ଷ ହେଲା ସରକାର ପ୍ରଥମ ଗର୍ଭବତୀ ମହିଳାଙ୍କ ପାଇ ୫୦୦୦ଟଙ୍କା ଓ ପ୍ରସୂତି ପାଇ ୧୪୦୦ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି କିନ୍ତୁ ଏହା ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ |

Comments are closed.