Advertisements
Tuesday, June 2, 2020
Home headline ଅନିଲ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ

ଅନିଲ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ

କଲ୍ୟାଣସିଂହପୁର, ରାୟଗଡା(ଅକ୍ଷୟ କୁମାର ପିଡିସିକା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟନପୁର ଗ୍ରାମପଞ୍ଚାୟତ ପଡେଇକାନି ଗ୍ରାମରେ ଅନିଲ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶେଷ ଦିବସରେ ଭାତପରିସି ଓ ପାଟବନ୍ଦ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା ।

ଏହି ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଧନସିଂ ତିମାକା ଅତିରିକ୍ତ ଅତିଥି ରୂପେ ଶ୍ରୀ ବନମାଳୀ କାଡ୍ରାକା ମୁଖ୍ୟବକ୍ତା ରୂପେ ଶ୍ରୀ ବିଶ୍ଵନାଥ କାଡ୍ରାକା ଥିବା ବେଳେ ମୁଖ୍ୟ ଏମ୍ପାୟାର ରୁପେ ମୋହନ କାଡ୍ରାକା ଅତିରିକ୍ତ ଏମ୍ପାୟାର ଭାବେ ରବୀନ୍ଦ୍ର କାଡ୍ରାକା କମିର ସୁବାସ ପିଡ଼ିସିକା ସ୍କୋରର ଅକ୍ଷୟ କୁମାର ପିଡ଼ିସିକା ଏବଂ କମେଶ୍ୱର ପିଡ଼ିସିକା ଥିବା ବେଳେ ଭାତପରିସି ଦଳ ବିଜୟ ହାସଲ କରିଥିବା ବେଳେ ପାଟବନ୍ଦ ଦଳ ପରାଜୟ ହୋଇଥିଲା | ଟୁର୍ଣ୍ଣାମେଣ୍ଟର ମ୍ୟାନ ଅପ ଦି ମ୍ୟାଚ ଓ ମ୍ୟାନ ଅପ ଦି ସିରିଜ ପାଟବନ୍ଦ ଦଳର ମୁଗୁରି କାଡ୍ରାକାଙ୍କୁ ଦିଆଯାଇଥିଲା | ଏହି ଟୁର୍ଣ୍ଣାମେଣ୍ଟକୁ ପଡ଼େଇକାନି ଗ୍ରାମବାସୀ ଆୟୋଜନ କରିଥିଲେ । କ୍ରିକେଟ କ୍ଲବର ସଦସ୍ୟ ମାନେ ପରିଚାଳନା କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: