Advertisements
Thursday, July 9, 2020
Home Farmer Issue ଗୁଣୁପୁରରେ ଆସନ୍ତା ଜୁନ ୨ରୁ ୬ ପର୍ଯ୍ୟନ୍ତ ଆମ୍ବ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଗୁଣୁପୁରରେ ଆସନ୍ତା ଜୁନ ୨ରୁ ୬ ପର୍ଯ୍ୟନ୍ତ ଆମ୍ବ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଗୁଣୁପୁର(ପ୍ରଦୀପ ପାତ୍ର): ଗୁଣୁପୁର ବ୍ଲକ ପରିସରରେ ଉପଖଣ୍ଡସ୍ତରୀୟ ଆମ୍ବ ମହୋତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବ ରାୟଗଡାରେ ଓ ଗୁଣୁପୁରର ନୂତନ ବସଷ୍ଟାଣ୍ଡରେ ଥିବା ଚଇତି ମଣ୍ଡପରେ ପ୍ରଥମ ଥର ଆସନ୍ତା ମାସ ଜୁନ ୦୨ ରୁ ୦୬ ତାରିଖ ଯାଏ ଅନୁଷ୍ଠିତ କରାଯିବ ବୋଲି ସ୍ଥିର ହୋଇଛି ।

ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗୋମ।ଙ୍ଗ, ଗୁଣୁପୁର ବିଡିଓ ଶ୍ରୀମତୀ ଗାୟତ୍ରୀ ଦେବୀ, ହର୍ଟିକ।ଲଚର ବିଭାଗର ଅଧିକାରୀ, ଓର୍ମ।ସର କାର୍ଯ୍ୟକର୍ତା ରଞ୍ଜିତ ଦାସ ମଞ୍ଚ।ସିନ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ମଧ୍ୟମ ବ୍ୟକ୍ତିର ଆବଶ୍ୟକତା ନ ଥାଇ ଚାଷୀ ସିଧାସଳଖ ଭାବେ ଆମ୍ବ ବିକ୍ରୀ କରି ନିଜର ଉଚିତ ମୂଲ୍ୟ ପାଇବେ ଓ ବିଭିନ୍ନ ବିଭାଗ ତରଫରୁ ୫ଟି ଷ୍ଟଲ କରାଯିବ ବୋଲି ଗାୟତ୍ରୀ ଦେବୀ ସୂଚନା ଦେଇଥିଲେ । ତେଣୁ ଗୁଣୁପୁର ଉପଖଣ୍ଡ ଅଞ୍ଚଳର ସମସ୍ତ ଚାଷୀ ମାନେ ବିଭିନ୍ନ ପ୍ରକାରର ଆମ୍ବ ଆଣି ଆସନ୍ତା ମାସ ଜୁନ ତା ୦୨-୦୬ରିଖ ପର୍ଯ୍ୟନ୍ତ ଚଇତି ମଣ୍ଡପ ବଜାରରେ ବିକ୍ରି କରିବାକୁ ସମସ୍ତ ଅଧିକାରୀମାନେ ନିବେଦନ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କୋଦଳାରେ ସଟଡାଉନର ପ୍ରଭାବ-ଖାଁ ଖାଁ ରାସ୍ତାଘାଟ

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୯/୦୭): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି।ଏଣୁ ଏହି କରୋନା...

ବିଲ ମଧ୍ୟରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରିପୋର୍ଟ: ମାନସ ରଞ୍ଜନ ରାଉତ //ଧର୍ମଗଡ (୦୮/୦୭): ଧର୍ମଗଡ ଥାନା ଲୁହଗାଁର ଏକ ବିଲରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଇଛି ।

ଝାରବନ୍ଧ ସରପଞ୍ଚ ପ୍ରଦାନ କଲେ କରୋନା ଯୋଦ୍ଧା ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ବିଶ୍ବ କରୋନା ପାଇଁ ଚିନ୍ତିତ ଅଛନ୍ତି । ଏ ପ୍ରସଙ୍ଗରେ ଓଡିଶା ସରକାର ଉଚିତ...

ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ରବିଶଙ୍କର ମହାପାତ୍ର //କୋରାପୁଟ ( ୯/୭): ଆଜି ମଧ୍ୟାହ୍ନରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଢାମଣାହାଣ୍ଡି ପଞ୍ଚାୟତର ଗାନ୍ଧୀନଗର ଗ୍ରାମର "ଗାନ୍ଧୀ ଆଦର୍ଶ...

Recent Comments

%d bloggers like this: