Related Contents

ଚନ୍ଦ୍ରପୁରରେ କାଳବୈଶାଖି ତାଣ୍ଡବ, ଅନେକ ଘର ନଷ୍ଟ, ପ୍ରଶାସନ ଚୁପ

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ଗତ ମଗଂଳବାର ସନ୍ଧ୍ୟା ସମୟରେ କାଳବୈଶାଖି ଝଡହେବାରୁ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ବୀପୁଳ ପରୀମାଣରେ କ୍ଷୟକ୍ଷତି ହୋଇଥିବା ସୂଚ଼ନା ମିଳିଛି |

ଚ଼ଦ୍ରଂପୁର ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଅନୁସାରେ ଚନ୍ଦ୍ରପୁର ବ୍ଲକର ସାରକିମାପଚ଼ାଂୟତ ଗେରୋଂଗୁଡା, ରନାଗୁଡା, ଗେଗୁଡମେରା ଗ୍ରାମର ପ୍ରାୟ ୩୦ରୁ ଉର୍ଦ୍ଧ ଘର କାଳବୈଶାଖିରେ ଉଡିଯାଇଥିବାରୁ ଚନ୍ଦ୍ରପୁର ତହସିଲ ଅଫିସରେ ଲିଖିତ ଦରଖାସ୍ତ ମୁଖ୍ୟକିରାଣି ଶ୍ରୀବିଶ୍ବନାଥ ଶବରଙ୍କୁ ଦେଇ ପଲିଥିନ ମାଗିବାରୁ ମହାଶୟ ଜଣକ କହିଥିଲେ ଏବେ ଆମ ପାଖରେ ପଲିଥିନ ନାହି, ପଲିଥିନ ଆଶିଲା ପରେ ଦେବୁ ଯଦି ନ ହେଲେ ନାହି ବୋଲି କହିଥିଲେ | ତେବେ ଯେଉଁମାନଙ୍କ ଘର କାଳବୈଶାଖି ତାଣ୍ଡବ କରିଛି | ଯଦି ଚନ୍ଦ୍ରପୁର ପଛୁଆ ଅଚ଼ଂଳ ଭାବେ ପରିଚ଼ିତ ଭାବି ପ୍ରଶାସନ ଦୃଷ୍ଟି ନ ପଡେ ତେବେ ଜନଜୀବନର କଣ ଅବସ୍ଥା ହେବ, ଏଣୁ ପ୍ରସାସନକୁ ପଲିଥିନ ଯୋଗାଇଦେବା ନିମନ୍ତେ ଜନସାଧାରଣ ନିବେଦନ କରିଛନ୍ତି |

Comments are closed.