Related Contents

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, କାଶୀପୁର

କାଶୀପୁର(ଦେବେନ୍ଦ୍ର ନାୟକ): କାଶୀପୁର ବ୍ଲକର ମାରିଭଟା ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ମୃତ ବ୍ୟକ୍ତି ଜଣକ ରେଙ୍ଗା ଗ୍ରାମର କୁଞ୍ଜ ନାଏକ ବୋଲି ଜଣା ପଡିଛି । ସୂଚନା ଥାଉ କି ଯେ ଘଟଣାସ୍ଥଳକୁ କାଶିପୁର ଭାରପ୍ର।ପ୍ତ ଥାନାଧିକାରୀ ଶ୍ରୀଯୁକ୍ତ ଦୁର୍ଗା ମାଧବ ପ୍ରଧାନ ଯାଇ ଘଟଣାସ୍ଥଳ ତଦନ୍ତ କରି ଆସିଛନ୍ତି । ଏକ ଦୁର୍ଘଟଣା ଜନିତ ଏତଲା ଦାୟର ହୋଇଥିବା କହିଛନ୍ତି ।

Comments are closed.